ମୋଦିଙ୍କ ଜନ୍ମଦିନରେ ୭୨ ୟୁନିଟ ରକ୍ତ ସଂଗ୍ରହ କଲା ବଡଚଣା ବିଜେପି।

ଅଷ୍ଟିନ୍ ନ୍ଯୁଜ/ଯାଜପୁର ତା-୧୭-୦୯-୨୦୨୨ ଭାରତର ପ୍ରଧାନମନ୍ତ୍ରୀ ତଥା ଦେଶର ପ୍ରଧାନ ସେବକ ନରେନ୍ଦ୍ର ମୋଦିଙ୍କ ଆଜି ହେଉଛି ଜନ୍ମଦିନ।ପଲ୍ଲୀରୁ ଦିଲ୍ଲୀ ଆବାଳବୃଦ୍ଧବନିତା ସମସ୍ତେ ଜଣାଇଛନ୍ତି ପ୍ରଧାନମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଏବଂ ଅଭିନନ୍ଦନ।ଚଳିତଥର ମୋଦିଙ୍କୁ ୭୨ ବର୍ଷ ହୋଇଥିବା ବେଳେ,ଯାଜପୁର ଜିଲ୍ଲା ବଡଚଣା ନିର୍ବାଚନ ମଣ୍ଡଳୀର ନୂଆ ସୁଙ୍ଗୁଡା ଠାରେ ସାଙ୍କେତିକ ଭାବରେ ଦଳୀୟ କର୍ମକର୍ତ୍ତା ଏବଂ ଯୁବମୋର୍ଚ୍ଚାଙ୍କ ପ୍ରଚେଷ୍ଟାରେ ୭୨ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି। ରାଜ୍ୟ ସାଧାରଣ ସମ୍ପାଦକ ଅମର ନାୟକ ମଧ୍ଯ ରକ୍ତ ଦାନ … Continue reading ମୋଦିଙ୍କ ଜନ୍ମଦିନରେ ୭୨ ୟୁନିଟ ରକ୍ତ ସଂଗ୍ରହ କଲା ବଡଚଣା ବିଜେପି।